ଜଳେଶ୍ୱର ନାବାଳିକା ହତ୍ୟା ମାମଲା: ପୀଡିତାଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ପାଇଁ ଆୟୋଗଙ୍କ ତାଗିଦ
Baleshwar, Balasore | Oct 28, 2026
ଜଳେଶ୍ୱର ବର୍ତ୍ତନା ଗ୍ରାମରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା। ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତି କରିଛନ୍ତି ତଦନ୍ତ। ପୀଡିତାଙ୍କ ପରିବାରକୁ ସୁରକ୍ଷା, ଅନ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ଓ ଅନୁକମ୍ପାମୂଳକ ସହାୟତା ପାଇଁ ଆୟୋଗଙ୍କ ଗୁରୁତ୍ୱ।