#ସ୍ତ୍ରୀ_ବିଶେଷଜ୍ଞଙ୍କ_ବଦଳି_ସହ_ଅଲଟ୍ରାସାଉଣ୍ଡ_ଅନୁମତି_ନଦେବା_ପାଇଁ_ଜିଲ୍ଲlପାଳଙ୍କ_ଅଭିଯୋଗ_ଶୁଣାଣିରେ_ଅଭିଯୋଗ
ପୂର୍ବତନ ଜିଲ୍ଲା ଭିଜିଲାନ୍ସ ଓ ମନି ଟରଙ୍ଗି କମିଟି ସଦସ୍ୟ ଅଭିଯୋଗ ଅନୁସାରେ ଡାକ୍ତର ମନୋଜ ନାଏକ,ମହିଳା ଓ ପ୍ରସୁତି ସ୍ତ୍ରୀ ରୋଗ ବିଶେଷଜ୍ଞ ସୁବର୍ଣ୍ଣପୁର ରେ କାର୍ଯ୍ୟ ରତ ଥିବା ବେଳେ।ତାଙ୍କ ନାମ ରେ ଗୁରୁତର ରୋଗୀ ମାନଙ୍କୁ ଅଭିନଗ ଢଙ୍ଗ ରେ ଠକେଇ ଶୋଷଣ କରିବାର ଅଭିଯୋଗ ରହିଛି।
#doctor #Corruption #altrasound #medical #froud #BreakingNews #NewsUpdate #viralnews
Bhubaneswar M Corp, Khordha | Oct 4, 2026