*ଜନ କଲ୍ୟାଣ ସୋସିଆଲ ଫାଉଣ୍ଡେସନ୍ ପକ୍ଷରୁ “ସଂବିଧାନ ସେ ଗଣତନ୍ତ୍ର ତକ ପ୍ରତିଭା ସମ୍ମାନ-୨୦୨୫-୨୬” ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଭବ୍ୟତାର ସହ ସମ୍ପନ୍ନ* ବୌଦ୍ଧ ଜିଲ୍ଲା , କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାପୀଠ, ଶୁଣ୍ଢିପଦର ରେ ଜନ କଲ୍ୟାଣ ସୋସିଆଲ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା “ସଂବିଧାନ ସେ ଗଣତନ୍ତ୍ର ତକ ପ୍ରତିଭା ସମ୍ମାନ-୨୦୨୫-୨୬” ପ୍ରତିଯୋଗିତା ମୂଳକ ସଂବିଧାନ ସଚେତନତା ଅଭିଯାନ ରେ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅତି ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ଅନ୍ତର୍ଗତ