Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୨୧ସ୍ଥିତ ଉତ୍କଳମଣି ଗୋପବନ୍ଧୁ ହୋମିଓପାଥିକଲେଜର ଆୟୁଷଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆଠଦଫାଦାବି ପୂରଣ ପାଇଁ ଦିବାରାତ୍ର ଧାରଣାରେ ବସିଲେ

Raurkela M, Sundargarh | Nov 30, 2025
ନଭେମ୍ବର ୩୦ ତାରିଖ ରାତି ପ୍ରାୟ ୮ଟା ୩୦ ମିନିଟର ସୂଚନା ଅନୁଯାୟୀ ଉତ୍କଳମଣି ଗୋପବନ୍ଧୁ ହୋମିଓପାଥି କଲେଜର ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀମାନେ ଆଠଦଫା ପୂରଣ ନିମନ୍ତେ ଦୀର୍ଘଦିନ କଳାବ୍ୟାଚ ପିନ୍ଧି ଧାରଣାରେ ବସିଵା ପରେ କୌଣସି ସମାଧାନ ନ ହେବାରୁ ସରକାରଙ୍କୁ ଚେତେଇ ଦେବା ପାଇଁ କଲେଜରୁ ବିଶ୍ରାଛକ ପର୍ଯ୍ୟନ୍ତ ପଦଯାତ୍ରା କଲେ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତି ଛାତ୍ରଛାତ୍ରୀଙ୍କ ଧାରଣାସ୍ଥଳକୁ ଯାଇ ସମସ୍ତ ବିଷୟ ବୁଝିଲେ, ଛାତ୍ରଛାତ୍ରୀମାନେ ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ମଧ୍ୟ ସାକ୍ଷାତ କଲା ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ କୋମଳମତି ଛାତ୍ରch

MORE NEWS

ରାଉରକେଲାର ଅଗ୍ରଣୀ ଅନୁଷ୍ଠାନ କଳିଙ୍ଗ ସ୍ୱରାଜ ଫଉଣ୍ଡେସନ ପକ୍ଷରୁ ପ୍ଲୁଟନ ମହଲ ଠାରେ ରଜ ମହୋତ୍ସବ ପାଳିତ ଯୋଗ ଦେଲେ ରଘୁନାଥ ପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲାର ଅଗ୍ରଣୀ ଅନୁଷ୍ଠାନ କଳିଙ୍ଗ ସ୍ୱରାଜ ଫଉଣ୍ଡେସନ ପକ୍ଷରୁ ପ୍ଲୁଟନ ମହଲ ଠାରେ ରଜ ମହୋତ୍ସବ ପାଳିତ ଯୋଗ ଦେଲେ ରଘୁନାଥ ପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ

Raurkela M, Sundargarh | Jun 16, 2026

Heavy Rain and Gusty Winds Cause Widespread Damage in Rourkela
Rourkela, June 16: Heavy rain accompanied by strong gusty winds caused widespread damage across Rourkela on Tuesday evening, disrupting normal life and essential services in several parts of the city.
According to reports, dozens of trees were uprooted and several electricity poles were damaged due to the storm. A major traffic disruption was reported near TCI Chowk, where a fallen tree blocked the road, leading to a traffic jam and inconvenience for commuters.
The severe weather also triggered a prolonged power outage in many areas of the city and its outskirts. Due to the non-availability of electricity, water supply services were also affected, causing difficulties for residents.
Officials and emergency response teams were deployed to clear fallen trees, restore power infrastructure, and normalize traffic movement. Restoration work is currently underway, and authorities have assured that electricity and water supply services will be restored as soon as possible.
Meanwhile, residents have been advised to remain cautious and avoid areas with damaged trees, electric poles, or hanging power lines until the restoration process is completed.

Heavy Rain and Gusty Winds Cause Widespread Damage in Rourkela Rourkela, June 16: Heavy rain accompanied by strong gusty winds caused widespread damage across Rourkela on Tuesday evening, disrupting normal life and essential services in several parts of the city. According to reports, dozens of trees were uprooted and several electricity poles were damaged due to the storm. A major traffic disruption was reported near TCI Chowk, where a fallen tree blocked the road, leading to a traffic jam and inconvenience for commuters. The severe weather also triggered a prolonged power outage in many areas of the city and its outskirts. Due to the non-availability of electricity, water supply services were also affected, causing difficulties for residents. Officials and emergency response teams were deployed to clear fallen trees, restore power infrastructure, and normalize traffic movement. Restoration work is currently underway, and authorities have assured that electricity and water supply services will be restored as soon as possible. Meanwhile, residents have been advised to remain cautious and avoid areas with damaged trees, electric poles, or hanging power lines until the restoration process is completed.

Raurkela M, Sundargarh | Jun 16, 2026

ବ୍ରହ୍ମପୁର ଖଲ୍ଲିକୋଟ କଲେଜ ରାସ୍ତାରେ ଏକ ସ୍କୁଟି ନିଆଁ ଜଳି ଯିବା ପରର ଦୃଶ୍ୟ l#odishacitynews#bramhapur

ବ୍ରହ୍ମପୁର ଖଲ୍ଲିକୋଟ କଲେଜ ରାସ୍ତାରେ ଏକ ସ୍କୁଟି ନିଆଁ ଜଳି ଯିବା ପରର ଦୃଶ୍ୟ l#odishacitynews#bramhapur

Raurkela M, Sundargarh | Jun 16, 2026

ଦନ୍ତାହାତୀ ତାଣ୍ଡବ: ଘର ଭାଙ୍ଗି ଫସଲ ଉଜାଡ଼ିଲା
******************
 କନ୍ଧମାଳ  ଜିଲ୍ଲାରେ ହାତୀ ଉପଦ୍ରବ ପୁଣି ଉଦୟଗି ପରେ ଟିକାବାଲି ରେ ଚିନ୍ତା ବଢ଼ାଇଛି। ଉଦୟଗିରି  ବନାଞ୍ଚଳର ୨୩ ଟିକିଆ ହାତୀପଲ ପଲ ମଧ୍ୟରୁ ଏକ ଦନ୍ତାହାତୀ ଅଲଗା ହୋଇ ଟିକାବାଲି ରେଞ୍ଜ ଅଞ୍ଚଳରେ ତା-୧୧/୦୬/ ୨୬ ଠାରୁ ୫ ଦିନ ମଧ୍ୟରେ ପ୍ରବେଶ କରି  ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି । ପ୍ରଥମ ଦିନରେ ପ୍ରବେଶ କରୁକରୁ ରୂଦା ବିଦିଙ୍ଗିଆ , ବୁଡା ମାହା ଓ ପିକରଡ଼ି ଗ୍ରାମରେ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଦେଇଛି। ଗତ ୧୩  ତାରିଖ  ରାତିରେ ଦନ୍ତାହାତୀ ଟି କେଞ୍ଜାଗୁଡା ଅଲାର ସାହି ଓ ଡାଡ୍ରୀ ସାହିରେ ପ୍ରବେଶ  କରି ସଚିନ୍ଦ୍ର ପ୍ରଧାନ
ଓ ଗଙ୍ଗାଧର ପ୍ରଧାନଙ୍କ ଘର ସହିତ ଗୁହାଳ ମଧ୍ୟ ଭାଙ୍ଗି ଦେଇଥିଲା। ପରେ ବାଡିମାହା ଗ୍ରାମରେ ରେ ପଶି ଧାନ, ଧାଇ ଚାଉଳ ଓ ପନିପରିବା ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ହାତୀରର ଉପଦ୍ରବ ଯୋଗୁଁ ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗ୍ରାମବାସୀ ରାତି ଉଜାଗର ରହି । ପୁଣି ୧୪/୦୬/୨୬  ରାତ୍ର ସମୟରେ ଦନ୍ତାହାତୀ ଦିଗ ପରିବର୍ତ୍ତନ କରି  ଗାର୍ଡିଙ୍ଗିଆ ପଞ୍ଚାୟତ ଉସ୍ପାଗୁଡା ଗ୍ରାମର ବିବେକା ନନ୍ଦ ବେହେରା ଙ୍କ ଘର ଭାଙ୍ଗିଦେଇ   ଧାନ, ଚାଉଳ ଖାଇ ଦେଇଥିବା ବେଳେ   ମଣ୍ଡାଗୁଡା ଗ୍ରାମର ବାବୁ ପ୍ରଧାନ ଙ୍କ କଦଳୀ ବଗିଚା କୁ ମାଟିରେ ମିଶାଇ ଦେଇଛ ଓ କାନ୍ଥଭାଙ୍ଗି ଧାନ, ଚାଉଳ ଖାଇ ଦେଇଥିବା ଜଣାପଡିଛି।ଖବର ପାଇ ଟିକାବାଲି ରେଞ୍ଜର ରଶ୍ମୀରଞ୍ଜନ ସ୍ବାଇଁ, ଫରେଷ୍ଟର ଦୁର୍ଗା ପ୍ରସାଦ ଦାସ , ଫରେଷ୍ଟର ଗାର୍ଡ ଅରୁଣ କୁମାର ପାତ୍ର ଓ ବନ କର୍ମଚାରୀମାନେ ଗାର୍ଡିଙ୍ଗିଆ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ।  ଦନ୍ତାହାତୀ କୁ ଘଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ   ଘୋଡା ଯାଇଥିଲା ।‌ ହାତୀଟି ମଣ୍ଡା ଗୁଡ଼ି ଦେଇ ପାବୁରୀଆ ବନ୍ୟାଞ୍ଚଳ କୁ ଯାଇଥିବା ସୂଚନା ଦେଇଛନ୍ତି ବନ ବିଭାଗ। ଗ୍ରାମ ଗୁଡ଼ିକରେ ଡାକବାଜି ମାଧ୍ୟମରେ ସଚେତନତା କରାଯାଇ ରାତି ସମୟରେ  ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୈଣସି ପ୍ରଶାସନିକ ଅଧିକାରୀ ମାନେ କ୍ଷୟକ୍ଷତି ଆକଳନ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବଗସୀ ।ଦନ୍ତାହାତୀର ଆତଙ୍କ ଦୂର କରିବା ସହ କ୍ଷତିଗ୍ରସ୍ତ ପରି ପରିବାରଙ୍କୁ ସହାୟତା ଯୋଗାଇବାକୁ ଅଞ୍ଚଳବାସୀ ଦାବି  କରିଛନ୍ତି । କନ୍ଧମାଳ ଜିଲ୍ଲା ଟିକାବାଲି ରୁ ହେମନ୍ତ ମୁଖି ଙ୍କ ରିପୋର୍ଟ

ଦନ୍ତାହାତୀ ତାଣ୍ଡବ: ଘର ଭାଙ୍ଗି ଫସଲ ଉଜାଡ଼ିଲା ****************** କନ୍ଧମାଳ ଜିଲ୍ଲାରେ ହାତୀ ଉପଦ୍ରବ ପୁଣି ଉଦୟଗି ପରେ ଟିକାବାଲି ରେ ଚିନ୍ତା ବଢ଼ାଇଛି। ଉଦୟଗିରି ବନାଞ୍ଚଳର ୨୩ ଟିକିଆ ହାତୀପଲ ପଲ ମଧ୍ୟରୁ ଏକ ଦନ୍ତାହାତୀ ଅଲଗା ହୋଇ ଟିକାବାଲି ରେଞ୍ଜ ଅଞ୍ଚଳରେ ତା-୧୧/୦୬/ ୨୬ ଠାରୁ ୫ ଦିନ ମଧ୍ୟରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି । ପ୍ରଥମ ଦିନରେ ପ୍ରବେଶ କରୁକରୁ ରୂଦା ବିଦିଙ୍ଗିଆ , ବୁଡା ମାହା ଓ ପିକରଡ଼ି ଗ୍ରାମରେ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଦେଇଛି। ଗତ ୧୩ ତାରିଖ ରାତିରେ ଦନ୍ତାହାତୀ ଟି କେଞ୍ଜାଗୁଡା ଅଲାର ସାହି ଓ ଡାଡ୍ରୀ ସାହିରେ ପ୍ରବେଶ କରି ସଚିନ୍ଦ୍ର ପ୍ରଧାନ ଓ ଗଙ୍ଗାଧର ପ୍ରଧାନଙ୍କ ଘର ସହିତ ଗୁହାଳ ମଧ୍ୟ ଭାଙ୍ଗି ଦେଇଥିଲା। ପରେ ବାଡିମାହା ଗ୍ରାମରେ ରେ ପଶି ଧାନ, ଧାଇ ଚାଉଳ ଓ ପନିପରିବା ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ହାତୀରର ଉପଦ୍ରବ ଯୋଗୁଁ ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗ୍ରାମବାସୀ ରାତି ଉଜାଗର ରହି । ପୁଣି ୧୪/୦୬/୨୬ ରାତ୍ର ସମୟରେ ଦନ୍ତାହାତୀ ଦିଗ ପରିବର୍ତ୍ତନ କରି ଗାର୍ଡିଙ୍ଗିଆ ପଞ୍ଚାୟତ ଉସ୍ପାଗୁଡା ଗ୍ରାମର ବିବେକା ନନ୍ଦ ବେହେରା ଙ୍କ ଘର ଭାଙ୍ଗିଦେଇ ଧାନ, ଚାଉଳ ଖାଇ ଦେଇଥିବା ବେଳେ ମଣ୍ଡାଗୁଡା ଗ୍ରାମର ବାବୁ ପ୍ରଧାନ ଙ୍କ କଦଳୀ ବଗିଚା କୁ ମାଟିରେ ମିଶାଇ ଦେଇଛ ଓ କାନ୍ଥଭାଙ୍ଗି ଧାନ, ଚାଉଳ ଖାଇ ଦେଇଥିବା ଜଣାପଡିଛି।ଖବର ପାଇ ଟିକାବାଲି ରେଞ୍ଜର ରଶ୍ମୀରଞ୍ଜନ ସ୍ବାଇଁ, ଫରେଷ୍ଟର ଦୁର୍ଗା ପ୍ରସାଦ ଦାସ , ଫରେଷ୍ଟର ଗାର୍ଡ ଅରୁଣ କୁମାର ପାତ୍ର ଓ ବନ କର୍ମଚାରୀମାନେ ଗାର୍ଡିଙ୍ଗିଆ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ। ଦନ୍ତାହାତୀ କୁ ଘଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଘୋଡା ଯାଇଥିଲା ।‌ ହାତୀଟି ମଣ୍ଡା ଗୁଡ଼ି ଦେଇ ପାବୁରୀଆ ବନ୍ୟାଞ୍ଚଳ କୁ ଯାଇଥିବା ସୂଚନା ଦେଇଛନ୍ତି ବନ ବିଭାଗ। ଗ୍ରାମ ଗୁଡ଼ିକରେ ଡାକବାଜି ମାଧ୍ୟମରେ ସଚେତନତା କରାଯାଇ ରାତି ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୈଣସି ପ୍ରଶାସନିକ ଅଧିକାରୀ ମାନେ କ୍ଷୟକ୍ଷତି ଆକଳନ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବଗସୀ ।ଦନ୍ତାହାତୀର ଆତଙ୍କ ଦୂର କରିବା ସହ କ୍ଷତିଗ୍ରସ୍ତ ପରି ପରିବାରଙ୍କୁ ସହାୟତା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । କନ୍ଧମାଳ ଜିଲ୍ଲା ଟିକାବାଲି ରୁ ହେମନ୍ତ ମୁଖି ଙ୍କ ରିପୋର୍ଟ

Raurkela M, Sundargarh | Jun 16, 2026

ନିଟ-ୟୁଜି ୨୦୨୬ ପରୀକ୍ଷା: ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ

ଆସନ୍ତା ଜୁନ ୨୧ ତାରିଖରେ  ନିଟ୍ ୟୁଜି - ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ  କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପରୀକ୍ଷାକୁ  ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ଭାବରେ ପରିଚାଳନା  କରିବା ପାଇଁ ଡିଜିପି ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  

ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୩୨ଟି ପରୀକ୍ଷା କେନ୍ଦ୍ରରେ ନିଟ୍-ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ସହିତ ସମଗ୍ର ପ୍ରକ୍ରିୟାକୁ ସୁରୁଖୁରୁରେ ସମାପ୍ତ କରିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ସମସ୍ତ ଜିଲ୍ଲା ଏସପି ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ପରୀକ୍ଷା କେନ୍ଦ୍ରଗୁଡ଼ିକର ସୁରକ୍ଷା, ସିସିଟିଭି ନିରୀକ୍ଷଣ, ପ୍ରଶ୍ନପତ୍ର ସଂରକ୍ଷିତ ଥିବା ବ୍ୟାଙ୍କ ଲକରର ନିରାପତ୍ତା, ପରୀକ୍ଷା କେନ୍ଦ୍ର ପରିସର ଭିତରେ ଓ ବାହାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ ପରିଚାଳନା ଏବଂ ଆପାତକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ଏହାବ୍ୟତୀତ ସୋସିଆଲ ମିଡିଆ ମନିଟରିଂକୁ ଅଧିକ ସକ୍ରିୟ, ସାଇବର ସେଲ୍‌କୁ ସତର୍କ, ଭ୍ରାନ୍ତ ତଥ୍ୟ ଓ ଗୁଜବ ପ୍ରଚାର ଉପରେ କଡ଼ା ନଜର ରଖିବା ସହିତ ସମସ୍ତ ସୁରକ୍ଷା ବ୍ୟବସ୍ଥାର ପୂର୍ବ ପରୀକ୍ଷଣ ଓ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ପରୀକ୍ଷା ଶେଷ ହେବା ପରେ ଓଏମଆର ସିଟ୍‌ଗୁଡ଼ିକୁ ପରୀକ୍ଷା କେନ୍ଦ୍ରରୁ ସଂଗ୍ରହ କରି ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଚଳିତ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ କରିବାକୁ ଡିଜିପି ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।

ପରୀକ୍ଷା ସମ୍ବନ୍ଧୀୟ କୌଣସି ପ୍ରକାରର ଅନିୟମିତତା, ଅସାଧୁ କାର୍ଯ୍ୟକଳାପ କିମ୍ବା ସୁରକ୍ଷା ତ୍ରୁଟିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ପୋଲିସ ପ୍ରଶାସନ ସଦା ସର୍ବଦା ସତର୍କ, ସଜାଗ ଓ ପ୍ରସ୍ତୁତ ରହିବାକୁ ସେ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଏବଂ ଆଇଜି (କେନ୍ଦ୍ରାଞ୍ଚଳ) ଡ଼. ସତ୍ୟଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ସମସ୍ତ ରେଞ୍ଜ ଆଇଜିପି/ଡିଆଇଜିପି ଓ ଜିଲ୍ଲା ଏସପିମାନେ ବୈଠକରେ ଯୋଗଦେଇ

ନିଟ-ୟୁଜି ୨୦୨୬ ପରୀକ୍ଷା: ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ ଆସନ୍ତା ଜୁନ ୨୧ ତାରିଖରେ ନିଟ୍ ୟୁଜି - ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ଭାବରେ ପରିଚାଳନା କରିବା ପାଇଁ ଡିଜିପି ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୩୨ଟି ପରୀକ୍ଷା କେନ୍ଦ୍ରରେ ନିଟ୍-ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ସହିତ ସମଗ୍ର ପ୍ରକ୍ରିୟାକୁ ସୁରୁଖୁରୁରେ ସମାପ୍ତ କରିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ସମସ୍ତ ଜିଲ୍ଲା ଏସପି ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପରୀକ୍ଷା କେନ୍ଦ୍ରଗୁଡ଼ିକର ସୁରକ୍ଷା, ସିସିଟିଭି ନିରୀକ୍ଷଣ, ପ୍ରଶ୍ନପତ୍ର ସଂରକ୍ଷିତ ଥିବା ବ୍ୟାଙ୍କ ଲକରର ନିରାପତ୍ତା, ପରୀକ୍ଷା କେନ୍ଦ୍ର ପରିସର ଭିତରେ ଓ ବାହାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ ପରିଚାଳନା ଏବଂ ଆପାତକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହାବ୍ୟତୀତ ସୋସିଆଲ ମିଡିଆ ମନିଟରିଂକୁ ଅଧିକ ସକ୍ରିୟ, ସାଇବର ସେଲ୍‌କୁ ସତର୍କ, ଭ୍ରାନ୍ତ ତଥ୍ୟ ଓ ଗୁଜବ ପ୍ରଚାର ଉପରେ କଡ଼ା ନଜର ରଖିବା ସହିତ ସମସ୍ତ ସୁରକ୍ଷା ବ୍ୟବସ୍ଥାର ପୂର୍ବ ପରୀକ୍ଷଣ ଓ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ପରୀକ୍ଷା ଶେଷ ହେବା ପରେ ଓଏମଆର ସିଟ୍‌ଗୁଡ଼ିକୁ ପରୀକ୍ଷା କେନ୍ଦ୍ରରୁ ସଂଗ୍ରହ କରି ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଚଳିତ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ କରିବାକୁ ଡିଜିପି ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ। ପରୀକ୍ଷା ସମ୍ବନ୍ଧୀୟ କୌଣସି ପ୍ରକାରର ଅନିୟମିତତା, ଅସାଧୁ କାର୍ଯ୍ୟକଳାପ କିମ୍ବା ସୁରକ୍ଷା ତ୍ରୁଟିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ପୋଲିସ ପ୍ରଶାସନ ସଦା ସର୍ବଦା ସତର୍କ, ସଜାଗ ଓ ପ୍ରସ୍ତୁତ ରହିବାକୁ ସେ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଏବଂ ଆଇଜି (କେନ୍ଦ୍ରାଞ୍ଚଳ) ଡ଼. ସତ୍ୟଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ସମସ୍ତ ରେଞ୍ଜ ଆଇଜିପି/ଡିଆଇଜିପି ଓ ଜିଲ୍ଲା ଏସପିମାନେ ବୈଠକରେ ଯୋଗଦେଇ

Raurkela M, Sundargarh | Jun 16, 2026

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୨୧ସ୍ଥିତ ଉତ୍କଳମଣି ଗୋପବନ୍ଧୁ ହୋମିଓପାଥିକଲେଜର ଆୟୁଷଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆଠଦଫାଦାବି ପୂରଣ ପାଇଁ ଦିବାରାତ୍ର ଧାରଣାରେ ବସିଲେ - Raurkela M News