Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଦେବଗଡ: ଝୁମ୍ପୁରା ନିକଟରେ ପିକଅପ ଭ୍ୟାନ ଧକ୍କାରେ ବୃଦ୍ଧ ମୃତ, ଘଟଣାସ୍ଥଳରେ ଉତେଜନା

ରାସ୍ତା ଅତିକ୍ରମ ବେଳେ ପିକଅପ ଭ୍ୟାନ ଧକ୍କାରେ ବୃଦ୍ଧ ମୃତ । ବାରକୋଟ ଥାନା ଝୁମ୍ପୁରା ନିକଟରେ ବୁଧବାର ରାତି ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ମୃତ ବୃଦ୍ଧ ଝୁମ୍ପୁରା ଗ୍ରାମର ରବିନାରାୟଣ ନାୟକ (୭୫) ବୋଲି ଜଣାପଡିଛି । ଝୁମ୍ପୁରା ଗ୍ରାମ ନିକଟରେ ରବି ନାରାୟଣ ରାସ୍ତା ଅତିକ୍ରମ କରୁଥିବା ବେଳେ ବଣେଇ ଛକରୁ ପୁରୁଣାପାଣି ଅଭିମୁଖେ ଦୃତ ଗତୀରେ ଯାଉଥିବା ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ରବି ନାରାୟଣ ରାସ୍ତାରେ ଛିଟିକି ପଡିବା ସହିତ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟପଟେ ପିକଅପ ଭ୍ୟାନ ଚାଳକ ଘଟଣାସ୍ଥଳରେ ପିକଅପ ଭ୍ୟାନ ଛାଡି ଫେରାର ହୋଇ ଯାଇଥିଲେ ।

MORE NEWS