Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

ଚୌଦ୍ବାର: ପାହାଡ଼ିଆ ଅଞ୍ଚଳରେ ଦେଶୀ ମଦ ବିକ୍ରି ସମୟରେ ଚୌଦ୍ବାର ପୁଲିସ ଶୁକ୍ରବାର ପଶ୍ଚିମକଛ ରୁ ଜଣଙ୍କୁ ଗିରଫ କରିଛି।

Choudwar, Cuttack | May 16, 2025
ପାହାଡ଼ିଆ ଅଞ୍ଚଳରେ ଦେଶୀ ମଦ ବିକ୍ରି ସମୟରେ ଚୌଦ୍ବାର ପୁଲିସ ଶୁକ୍ରବାର ସନ୍ଧ୍ୟା ୫ଟାରେ ଜଣଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛର ମଙ୍ଗରାଜ ବେହେରା (୪୫)। ପୁଲିସ ତା’ ନିକଟରୁ ୪୦ ଲିଟର ଦେଶୀ ମଦ ଓ ଏକ ସ୍କୁଟି ଗାଡ଼ି ଜବତ କରିଛି।ମଙ୍ଗରାଜ ଆଠଗଡ଼ ଅଞ୍ଚଳରୁ ଚୋରାରେ ଦେଶୀ ମଦ ଆଣି ଚୌଦ୍ବାର ଥାନା ଅଞ୍ଚଳରେ ବିକ୍ରି କରୁଥିଲା।
ଚୌଦ୍ବାର: ପାହାଡ଼ିଆ ଅଞ୍ଚଳରେ ଦେଶୀ ମଦ ବିକ୍ରି ସମୟରେ ଚୌଦ୍ବାର ପୁଲିସ ଶୁକ୍ରବାର ପଶ୍ଚିମକଛ ରୁ ଜଣଙ୍କୁ ଗିରଫ କରିଛି। - Choudwar News