Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

ଚୌଦ୍ବାର: ଚୌଦ୍ବାର ଅଞ୍ଚଳରେ ଗାଡିରୁ ବ୍ୟାଟେରି ଚୋରି କରିବା ଘଟଣାରେ ବୁଧବାର ପୁଲିସ ୩ ଜଣଙ୍କୁ ଗିରଫ କରିଛି।

Choudwar, Cuttack | May 7, 2025
ଚୌଦ୍ବାର ଅଞ୍ଚଳରେ ଗାଡିରୁ ବ୍ୟାଟେରି ଚୋରି ଘଟଣାରେ ବୁଧବାର ପୁଲିସ ୩ ଜଣଙ୍କୁ ଗିରଫ କରି ଅଦାଲତ ପଠାଇବା ସହ ସେମାନଙ୍କ ନିକଟରୁ ୧୦ ଟି ବ୍ୟାଟେରି ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଚୌଦ୍ୱାର ଦୁର୍ଗା ବଜାରର ଷଣ୍ଢ ଓରଫ ରଣଜିତ ପ୍ରସାଦ(୨୩), ଜଗତପୁର ଝାଡୁବସ୍ତି କଲୋନୀର ରହୁଥିବା କବାଡିଆ ସେଖ୍‌ ଜାହାଙ୍ଗିର(୪୦) ଓ ରାଜୁ କେଶରୀ(୪୧) ବୋଲି ପୁଲିସ ପକ୍ଷରୁ ବୁଧବାର ରାତି ୯ଟାରେ ସୂଚନା ପ୍ରଦାନ କରାଯାଇଛି।