ଟିଟିଲାଗଡ: ସି ଏନ୍ ଆଇ ଚର୍ଚ୍ଚ ତରଫରୁ ଆୟୋଜିତ ଆଧ୍ୟାତ୍ମିକ ସଙ୍ଗୀତ ସନ୍ଧ୍ୟାରେ କାନ୍ଦି କାନ୍ଦି କଣ କହିଲେ ଶୁଣନ୍ତୁ
ଟିଟିଲାଗଡ ସିଏନଆଇ ଚର୍ଚ୍ଚ ତରଫରୁ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତି ଚାରଣ ତଥା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଏସସିଡି ସେଣ୍ଟର ହଲ ଠାରେ ଏକ ଆଧ୍ୟାତ୍ମିକ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପାଷ୍ଟର ଓ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିବାକୁ ଆସିଥିବା କଣ୍ଠ ଶିଳ୍ପୀ ମାନଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରାଯାଇଥିଲା। ତାପରେ ଚର୍ଚ୍ଚର ପାଷ୍ଟର ଶ୍ରୀ ଜ୍ୟୋତି ରଞ୍ଜନ ପାଇକ ମଞ୍ଚ ଉପରକୁ ଯାଇ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ଆତ୍ମାର ଶାନ୍