କଳାହାଣ୍ଡି: କଳା ଆଇନ ବିରୋଧରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା: ଜାଣନ୍ତୁ କଣ କହିଲେ କଳାହାଣ୍ଡି କଂଗ୍ରେସ ସଭାପତି
Kalahandi, Kalahandi | Oct 3, 2026
ଏମ୍ ଏମ୍ ଡି ଆର୍ କଳା ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା। କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ୍, ଏନ୍ ଏ ସି ଓ ପୌର ପରିଷଦ ଅଞ୍ଚଳରେ ବନ୍ଦ ପାଳନ ନେଇ ସୂଚନା ଦେଲେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାଏକ।