Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦିଗପହଣ୍ଡି: ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ତଥା ସଦର ଥାନା ଜାତୀୟ ରାଜପଥ ରେ ଏକ ଦୁର୍ଘଟଣା ଘଟିଯାଇଛି ।

Digapahandi, Ganjam | Jan 13, 2026
ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ତଥା ସଦର ଥାନା ଜାତୀୟ ରାଜପଥ ରେ ଏକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ତିନିଜଣ ଗୁରୁତ୍ଵର ହୋଇଥିବାର ଖବର ମିଳିଥିବା ବେଳେ କୁକୁଡାଖଣ୍ଡି ଗାଁ ନିକଟରେ ଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଯାଇଛି । ତେବେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।