ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସାଗରପାଲି ଗ୍ରାମରେ ଚାଷୀଙ୍କ ପାଇଁ ଗ୍ରାମଖଳା କରିବାକୁ ଦାବି କଲେ ଚାଷୀକୂଳ #jansamsya
#jansamsya ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସାଗରପାଲି ଗ୍ରାମରେ ଚାଷୀଙ୍କ ପାଇଁ ଗ୍ରାମଖଳା କରିବାକୁ ଦାବି କଲେ ଚାଷୀକୂଳ l ଲଖନପୁର ବ୍ଲକର ପ୍ରାୟ ସମସ୍ତ ଗ୍ରାମରେ ରବି ଏବଂ ଖରିଫ ଫସଲ କରାଯାଏ l ହେଲେ ସାଗରପାଲି ସହ ଅନେକ ଗ୍ରାମଗୁଡିକରେ ଗ୍ରାମ ଖଳା ନାହିଁ l ଯାହାଫଳରେ ଗାଁ ଦାଣ୍ଡରେ ଚାଷୀ ମାନେ ଧାନ ଗଦା କରିଛନ୍ତି l ଚାଷୀ ଧାନ ଅମଳ କରି ଖଳା ଅବା ଗାଁ ଦାଣ୍ଡରେ ରଖିଥିବା ଧାନକୁ ତାରପୋଲିନ ରେ ଢାଙ୍କିବା ସହ ଅଖା ବସ୍ତାରେ ଭରି ସୁରକ୍ଷିତ ରଖିବାକୁ