Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲିମତୋଠାରେଭାରତୀୟଜନତାପାର୍ଟିର ରାଜ୍ୟସଭାପତିମନମୋହନସାମଲ,ଗୃହଓନଗର ଉନ୍ନୟନମନ୍ତ୍ରୀକୃଷ୍ଣଚନ୍ଦ୍ରମହାପାତ୍ର,ଭଦ୍ରକସାସଂଦକୁସମ୍ବର୍ଦ୍ଦନା

Bhadrak Rural, Bhadrak | Sep 16, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଠାରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ମନମୋହନ ସାମଲ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାସୁଂ ଶେଖର ମହାପାତ୍ର ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି।ମତୋ ଅଏଲ ଇଣ୍ଡିଆ ଛକ ନିକଟ ରେ ଏକ ବିଶାଳ କାୟ ପୁଷ୍ପ ମାଳା ସହିତ ସ୍ବାଗତ ଜଣାଇଥିଲେ ମତୋ ଗଜଲକ୍ଷ୍ମୀ ମଣ୍ଡଳ ର କାର୍ଯ୍ୟ କର୍ତ୍ତା ମାନେ। ଆଜି ଦିନ ୨ ଘଟିକା ସମୟରେ ସମ୍ବର୍ଦ୍ଧନା ଜଣାଇଛନ୍ତି।

MORE NEWS