Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

#ପୁଣି କରତବସା ଠାରେ ଚାଲିଲା ବୁଲଡଜର# #ପାତର ଅନ୍ତର ନୀତିରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ଅଭିଯୋଗ# #୪ଗୋଟି ଘରକୁ ଛାଡି ୧୧ ଟି ଘରକୁ ଭାଙ୍ଗିଲା ଜିଲ୍ଲା ପ୍ରଶାସନ# #ଅସନ୍ତୋଷ ଜନତା#

MORE NEWS

ପଶ୍ଚିମବଙ୍ଗରେ ୪୦୦୦ରୁ ଅଧିକ EVM ରଖାଯାଇଥିବା ଗୋଦାମ ଘରେ ଭୟଙ୍କର ଅଗ୍ନିକାଣ୍ଡ!

ପଶ୍ଚିମବଙ୍ଗରେ ୪୦୦୦ରୁ ଅଧିକ EVM ରଖାଯାଇଥିବା ଗୋଦାମ ଘରେ ଭୟଙ୍କର ଅଗ୍ନିକାଣ୍ଡ!

Baripada Town, Mayurbhanj | Jun 13, 2026

#ଏଇ ଛୋଟ ଶିଶୁଶ୍ରମିକ ଟି କିଏ....?

#ସାମାଖୁଣ୍ଟା ତହସିଲ ଅଧିନ କରତବସା ଉଚ୍ଛେଦ ଘଟଣା....
#ମାଜିଷ୍ଟ୍ରେଟ_ତହସିଲଦାର_ପୋଲିସ ଅଧିକାରୀ ଙ୍କ ଉପସ୍ଥିତିରେ
ସାମାଖୁଣ୍ଟା ତହସିଲ ଅଧିନ କରତବସା ଠାରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ JCB ଉପରେ ଏଇ ଛୋଟ ପିଲାଟି ହେଲିପର ଭାବେ କାର୍ଯ୍ୟ କରୁଥିବା ଦୃଶ୍ୟମାନ ହେଉଥିଲା।କିନ୍ତୁ ଏଠି ସମସ୍ତ ଅଧିକାରୀ ଘର ଭଙ୍ଗା କାର୍ଯ୍ୟରେ ବ୍ୟସ୍ତ ରହି ଏହି ଛୋଟ ଶିଶୁ ଶ୍ରମିକର କାର୍ଯ୍ୟକୁ କିଭଳି ସମ୍ପୂର୍ଣ୍ଣ ଅଣଦେଖା କଲେ ତାହାକୁ ନେଇ ଏବେ ସହରର ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିବା ସହିତ ଚର୍ଚ୍ଚା ଜୋର ଧରିଛି।।ଏବଂ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

#ଏପଟେ ଜିଲ୍ଲା ପ୍ରଶାସନ କହୁଛି ମୟୂରଭଞ୍ଜ ସମ୍ପୂର୍ଣ୍ଣ ଶିଶୁଶ୍ରମିକ ମୁକ୍ତ#

#ଏଇ ଛୋଟ ଶିଶୁଶ୍ରମିକ ଟି କିଏ....? #ସାମାଖୁଣ୍ଟା ତହସିଲ ଅଧିନ କରତବସା ଉଚ୍ଛେଦ ଘଟଣା.... #ମାଜିଷ୍ଟ୍ରେଟ_ତହସିଲଦାର_ପୋଲିସ ଅଧିକାରୀ ଙ୍କ ଉପସ୍ଥିତିରେ ସାମାଖୁଣ୍ଟା ତହସିଲ ଅଧିନ କରତବସା ଠାରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ JCB ଉପରେ ଏଇ ଛୋଟ ପିଲାଟି ହେଲିପର ଭାବେ କାର୍ଯ୍ୟ କରୁଥିବା ଦୃଶ୍ୟମାନ ହେଉଥିଲା।କିନ୍ତୁ ଏଠି ସମସ୍ତ ଅଧିକାରୀ ଘର ଭଙ୍ଗା କାର୍ଯ୍ୟରେ ବ୍ୟସ୍ତ ରହି ଏହି ଛୋଟ ଶିଶୁ ଶ୍ରମିକର କାର୍ଯ୍ୟକୁ କିଭଳି ସମ୍ପୂର୍ଣ୍ଣ ଅଣଦେଖା କଲେ ତାହାକୁ ନେଇ ଏବେ ସହରର ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିବା ସହିତ ଚର୍ଚ୍ଚା ଜୋର ଧରିଛି।।ଏବଂ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। #ଏପଟେ ଜିଲ୍ଲା ପ୍ରଶାସନ କହୁଛି ମୟୂରଭଞ୍ଜ ସମ୍ପୂର୍ଣ୍ଣ ଶିଶୁଶ୍ରମିକ ମୁକ୍ତ#

Baripada Town, Mayurbhanj | Jun 11, 2026

#ବାରିପଦା ବ୍ଲକ ବିଡିଓଙ୍କ ଦୁର୍ନୀତି ବିରୋଧରେ ବିଜେଡିର ସ୍ୱର ଉତ୍ତୋଳନ#
#୭ଦିନ ମଧ୍ୟରେ ତଦନ୍ତ ନ ହେଲେ ବ୍ଲକ ଘେରାଉର ଚେତାବନୀ,
ସାନନ୍ଦ ମାର୍ଣ୍ଡି#BARIPADA#

#ବାରିପଦା ବ୍ଲକ ବିଡିଓଙ୍କ ଦୁର୍ନୀତି ବିରୋଧରେ ବିଜେଡିର ସ୍ୱର ଉତ୍ତୋଳନ# #୭ଦିନ ମଧ୍ୟରେ ତଦନ୍ତ ନ ହେଲେ ବ୍ଲକ ଘେରାଉର ଚେତାବନୀ, ସାନନ୍ଦ ମାର୍ଣ୍ଡି#BARIPADA#

Baripada Town, Mayurbhanj | Jun 11, 2026