Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ନର୍ଲା: ରୁପ୍ରା ମାଁ ଧରଣୀ ଲକ୍ଷ୍ମୀପୂଜା କମିଟି ପକ୍ଷରୁ କଳସ ଶୋଭାଯାତ୍ରା

Narala, Kalahandi | Dec 2, 2025
ନର୍ଲାବ୍ଲକ୍ ଅଧିନ ରୁପ୍ରା ମାଁ ଧରଣୀ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ୩୨ତମ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ଦେବୀଙ୍କ ପୂଜାପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୂନାମୁହିଁ ସାଗରରେ ପୂଜାର୍ଚ୍ଚନା କରିବା ପରେ କଳସରେ ଜଳ ଭରିବା ପରେ କଳସ ଶୋଭାଯାତ୍ରା ବାହାରି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଉକ୍ତ ଉତ୍ସବରେ ପୂଜକ ଭାବରେ ଆଦିତ୍ୟ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ପୂଜାକର୍ତ୍ତା ଭାବରେ କମିଟିର ଶଶିଦେବ ମାଝୀ ଓ ତାଙ୍କର ପତ୍ନୀ ନନ୍ଦିନୀ ମାଝୀ ଦାୟିତ୍ବ ନିର୍ବାହ କରୁ ଥିବା ସୁଚନା ମିଳିଛି।