ନର୍ଲା: ନର୍ଲା ବ୍ରାହ୍ମଣ ସମାଜର ବିରୋଧ: ୟୁଜିସି ୨୦୨୬ ନିୟମାବଳୀ ପ୍ରତ୍ୟାହାର ପାଇଁ ଦାବି
ନର୍ଲା ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନଙ୍କ ୨୦୨୬ ନିୟମାବଳୀ ବିରୋଧରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ। ଏହି ଆଇନ ସମାନତାର ଅଧିକାର ଉଲ୍ଲଂଘନ କରୁଥିବା ଅଭିଯୋଗ।