Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Bjp
National
Police
Bihar
India
जनसमस्या
कांग्रेस
चोरी
Accident
Congress
Modi
Delhi
Viral
Crime
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Madhyapradesh
Pmmodi
पटना
aeiodisha
#ଅଭିଯୁକ୍ତଙ୍କୁ_୨୦ବର୍ଷ_ର_କାରାଦଣ୍ଡାଦେଶ ୨୦୧୭ମସିହା ସୁକିନ୍ଦା ଥାନା ଅଂଚଳରେ ୧୬ବର୍ଷିୟ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ। ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୋଟପାଟଣା ଗ୍ରାମର ଭାଗିରଥି ସାହୁଙ୍କ ପୁଅ ଅନନ୍ତ କୁମାର ସାହୁଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ପୋକସୋ ଫାଷ୍ଟଟ୍ରାକ ସ୍ପେସାଲ ଅଦାଲତ । ଅଭିଯୁକ୍ତ ଟୁରିଷ୍ଟ ଗାଇଡ଼ ଭାବେ କାମ କରେ। ନାବାଳିକାକୁ ପ୍ରଲୋଭିତ କରି କେରଳକୁ ଅପହରଣ କରି ନେଇ ସେଠାରେ ବାରମ୍ବାର ଦୁଷ୍କର୍ମ କରିଥିଲା। ଏ ନେଇ ପୀଡ଼ିତା ଙ୍କ ପରିବାର ବର୍ଗ ଅପହରଣ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଟ୍ରାକିଂ କରି ନାବାଳିକା କୁ କେରଳ ରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଅନନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ଯାଜପୁର ର ଆଡ଼ ହକ ଅତିରିକ୍ତ ଜିଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ। ୨୨ ଜଣଙ୍କ ସାକ୍ଷ ଓ ୧୫ ଗୋଟି ଦସ୍ତାବିଜ କୁ ଆଧାର କରି ଅଭିଯୁକ୍ତ ଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି। ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ବିଚାରପତି ଶରତ କୁମାର ଦେହୁରୀ । ଏହି ମାମଲା କୁ ସରକାରୀ ଓକିଲ ଅଲିପ କୁମାର ନାୟକ ପରିଚାଳନା କରିଛନ୍ତି । #JajpurNews #jajpurkhabar #Aeiodisha #lntvnetwork
Bhubaneswar M Corp, Khordha
| Sep 21, 2026
#ଅଭିଯୁକ୍ତଙ୍କୁ_୨୦ବର୍ଷ_ର_କାରାଦଣ୍ଡାଦେଶ
#jajpurnews
#jajpurkhabar
#aeiodisha
#lntvnetwork
MORE NEWS
ଆମ ବସ ସେବାରୁ ବଞ୍ଚିତ ସୁନାପସି ପଞ୍ଚାୟତ। ଏଯାବତ ଗଡିଲାନି ମୋ ବସ . . ||charcha tv
Bhubaneswar M Corp, Khordha | Sep 21, 2026
ଭଷାଣି ଉତ୍ସବ ରେ ଦୁଇ ସାହି ଗଣ୍ଡଗୋଳ : ଅଟକି ରହିଲା ସମସ୍ତ ୧୬ ଟି ପୂଜା ମଣ୍ଡପ ର ମେଢ଼ ||charcha tv
Bhubaneswar M Corp, Khordha | Sep 21, 2026
ବାଲେଶ୍ୱରରେ ପୁଣି ଅଗ୍ନିକାଣ୍ଡ। ଲକ୍ଷାଧିକ କ୍ଷତି ||charcha tv #fire#hotel#Gastank #Blast #Odisha
Bhubaneswar M Corp, Khordha | Sep 21, 2026
ବୁଗୁଡା ପିପୁଲସ୍ କଲେଜ ପାଇଁ ଗୌରବ ଆଣିଲେ +3 ଏନସିସି ଛାତ୍ରୀ ଉଷାଶ୍ରୀ ଖାଡେଙ୍ଗା ||charcha tv
Bhubaneswar M Corp, Khordha | Sep 21, 2026
ଗ୍ୟାସ ଟାଙ୍କି ଫାଟିବା ଭଳି ଶବ୍ଦ ପରେ ହୁତୁହୁତୁ ହୋଇ ଜଳିଲା ପେପର ଥାଳି ଗୋଦାମ ||charcha tv
Bhubaneswar M Corp, Khordha | Sep 21, 2026
ଉଚ୍ଚଶବ୍ଦ କରି ହାତୀଙ୍କୁ ଭୟଭୀତ କରାଯାଉଥିବା ଭିଡିଓ ଭାଇରାଲ ||CHARCHA TV
Bhubaneswar M Corp, Khordha | Sep 21, 2026
ବ୍ୟାସଦେବଙ୍କ ସରିଲା ଶେଷକୃତ୍ୟ @koshalaprabaha2399 @Highlight #update #viral #breakingnews #news
Bhubaneswar M Corp, Khordha | Sep 21, 2026
ବ୍ରିଜ୍ ପାଖରେ ହେଉଥିଲା ଏମିତି @koshalaprabaha2399 @Highlight #update #viral #breakingnews #news
Bhubaneswar M Corp, Khordha | Sep 21, 2026