Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଛେଣ୍ଡିପଦା: କୁକୁରପେଟା ଗ୍ରାମରୁ ରାଇଫଲ ଜବତ ଜଣେ ଗିରଫ

Chhendipada, Angul | Aug 8, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ କୁକୁରପେଟା ଗ୍ରାମରେ ଚଢ଼ାଉ କରି ଏକ ସ୍ପୋର୍ଟ୍ସ ବ୍ରାଣ୍ଡର ରାଇଫଲକୁ ଜବତ କରିବା ସହିତ ଜଣଙ୍କୁ ଗିରଫକାରୀ ପୋଲିସ ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ କୋର୍ଟ ଚାଲାଣ କରିଛି l ସୂଚନା ଯେ ଛେଣ୍ଡିପଦା ଥାନା ପୋଲିସ କୁକୁରପେଟା ଗ୍ରାମର କିଶୋର ବେହେରା ବେଆଇନ ଅସ୍ତ୍ର ଶସ୍ତ୍ର ରଖିଥିବା ଖବର ପାଇଥିଲେ l