ନଭେମ୍ବର 24ରୁ ଆରମ୍ଭ ହେବାକୁ ଥିବା କଟକ ବାଲିଯାତ୍ରାର ପ୍ରଚାର ପାଇଁ ବାହାରିଥିବା ରଥ ନୟାଗଡ଼ରେ ପହଞ୍ଚିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥକୁ ସ୍ବାଗତ କରାଯାଇଛି।