#ଦିନେ_ବିକୁଥିଲେ_ଇଡଲି
#ଆଜି_ମଟନ୍ରେ_କିଶୋରଙ୍କ_କମାଲ୍!
ଦିନେ ଯାତ୍ରାରେ ଇଡଲି ବିକ୍ରି କରୁଥିଲେ, ଆଜି ତାଙ୍କ ମଟନ୍କୁ ନେଇ ଚର୍ଚ୍ଚା!ପୁରୁଣା ସାଇକେଲ୍ରୁ ଆରମ୍ଭ ହୋଇଥିବା ସଂଘର୍ଷର ଯାତ୍ରା ଆଜି ତାଙ୍କୁ ଦେଇଛି ଏକ ନୂଆ ପରିଚୟ। ସକାଳୁ ହାଟକୁ ଯିବା, ନିଜ ହାତରେ ରୋଷେଇ କରିବା ଏବଂ ପରିଶ୍ରମକୁ ନିଜର ଶକ୍ତି କରି ଆଗକୁ ବଢ଼ିବା—ଏହା ହେଉଛି କିଶୋର ଭାଇନାଙ୍କ ସଂଘର୍ଷର କାହାଣୀ।ସଫଳତା ଗୋଟିଏ ଦିନରେ ମିଳେନାହିଁ। ଏହା ପଛରେ ଥାଏ ଅନେକ ବର୍ଷର ପରିଶ୍ରମ, ତ୍ୟାଗ ଓ ହାର ନମାନିବାର ମନୋବଳ । କିଶୋର ଭାଇନାଙ୍କ ଏହି ଯାତ୍ରା ଆମକୁ କ’ଣ ଶିଖାଉଛି?
#KishoreBhai #kishorebhaimutton #KishoreBhaiStory #kishorebhainafastfood #kishorebhainahotel
Odisha, India | Oct 21, 2026