Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ନିମାପଡା: ବଳଙ୍ଗା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ଅନୁଷ୍ଟିତ,ଯୋଗଦେଲେ ଅତିରିକ୍ତ ଏସପି

Nimapada, Puri | Oct 7, 2025
ଆଜି ସଂଧ୍ୟା ସାଡେ ୫ଟାରେ ନିମାପଡା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ଥାନା ପୋଲିସ ପକ୍ଷରୁ ବଳଙ୍ଗା ବଜାର, ମଉଜୀବେଗ ଛକ ଓ ବାୟାବର ଛକରେ ଫ୍ଲାଗ ମାର୍ଚ୍ଚ କରାଯାଇ ଲୋକ ମାନଙ୍କୁ ଆଇନ ଶୃଙ୍ଖଳା ଉପରେ ସଚେତନ କରଯାଇଛି। ଅତିରିକ୍ତ ଏସପି ସଚ୍ଚିନ ପଟେଲ, ପିପିଲି ଡିଏସପି ଦେବାଶିଷ ମିଶ୍ର ଓ ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।