ପାଟନାରେ ଅସୁରକ୍ଷିତ ମହିଳା ପୁଲିସ !
ଯେଉଁ ମହିଳା ପୁଲିସ ('ପିଙ୍କ୍ ସ୍କୁଟି ଦିଦି') ସ୍କୁଲ ଓ କଲେଜ ଯାଉଥିବା ଝିଅମାନଙ୍କ ସୁରକ୍ଷା ପାଇଁ ନିୟୋଜିତ, ଆଜି ସେମାନେ ହିଁ ପାଟନାରେ ଅସୁରକ୍ଷିତ। ଅପରାଧୀମାନଙ୍କ ମନରେ ଆଇନର ଭୟ ନଥିବାର ଏହା ଏକ ଚିନ୍ତାଜନକ ଉଦାହରଣ ।
#PatnaPolice #WomenSafety #PinkScootyDiDi #CrimeInPatna #KalingaNews #BiharPolice #WomenEmpowerment
#safetyfirst
@followers
Bhubaneswar M Corp, Khordha | Oct 2, 2026