କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ୱାର୍ଡ 6, 11 ଏବଂ 12 ଦର୍ଶନ
କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ୱାର୍ଡ 6, 11 ଏବଂ 12ରେ ଜନସାଧାରଣଙ୍କ ସହ ମିଳି ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହେଇ କୋଠ ଘର, ମନ୍ଦିର, ସାହି ରାସ୍ତାର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।