ଡିସେମ୍ବର ୩ ତାରିଖ ଅପରାହ୍ନ ୨ ଟା ପାଖାପାଖି ସେକ୍ଟର ୧୬ ସ୍ଥିତ ଭିନ୍ନକ୍ଷମ ପାଇଁ ଉଦିଷ୍ଟ ଅନୁଷ୍ଠାନ ଶ୍ରଦ୍ଧାର ପ୍ରାଙ୍ଗଣରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି, ଏହା TPWODL ଏବଂ ଶ୍ରଦ୍ଧାର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମଟି ହୋଇଥିଲା, ମୁଖ୍ୟ ଅତିଥି ଭାବେ ପାନପୋଷ ଉପଖଣ୍ଡର ବରିଷ୍ଠ ଅଧିକାରୀ ସାମାଜିକ ଅଧିକାରୀ ଶ୍ରୀମତୀ ମିନୁ ତାଣ୍ଡିଆ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ, DAMITS ଅଧ୍ୟକ୍ଷ ଯତୀନ ନାୟକ ଯୋଗ ଦେଇ ଶ୍ରଦ୍ଧାର କାର୍ଯ୍ୟକ୍ରମKU ପ୍ରଶଂସା କରିଥିଲେ