Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଛେଣ୍ଡିପଦା: ଜରଡା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା କାଲୁଣି ଠାକୁରାଣୀଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହଜାର ହଜାର ଭକ୍ତଙ୍କ ସମାଗମ

Chhendipada, Angul | Aug 13, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଜରପଡା ଥାନା ଅନ୍ତର୍ଗତ ଜରଡ। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କାଳୁଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବୁଧବାର ୧ ଘଟିକା ସମୟରେ ମହାସମାରୋହରେ ପାଳିତ ହୋଇଯାଇଛି । ତେବେ ମନ୍ଦିର ପରିସରରେ ମା କାଳୁଣି ଠାକୁରାଣୀଙ୍କ ଯଥାବିଧି ପୂଜାର୍ଚ୍ଚନା ପାରମ୍ପରିକ ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।