Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ଖଞ୍ଜାମାହାଲ ପଥର ଖାଦାନରେ ପ୍ରଶାସନର ଚଢ଼ାଉ, ଜବତ ପଥରକୁ ୯ ଲକ୍ଷ ଟଙ୍କାରେ କରାଗଲା ନିଲାମ

Soro, Balasore | Dec 11, 2025
ସୋର ବ୍ଲକ ଖଞ୍ଜାମାହାଲ ପଥର ଖାଦାନରେ ତହସିଲ ଓ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜବତ କରାଯାଇଥିବା ପଥରକୁ ୯ଲକ୍ଷରେ ନିଲାମ କରାଯାଇଛି। ସୁଚନା ଅନୁସାରେ ଦିର୍ଘଦିନ ଧରି ଖଞ୍ଜାମହାଲ ପଥର ଖାଦାନ ବନ୍ଦ ଥିବା ବେଳେ ପଥର ଚୋରି ରୋକିବାର ନା ଧରୁନି। କୋଟି କୋଟି ଟଙ୍କାର ପଥର ଲୁଟ ହେଉଥିବା ବେଳେ ସରକାରୀ କଳ କ୍ଷତି ସହୁଛି। ଏନେଇ ଗତ କିଛିଦିନ ତଳେ ବାଲେଶ୍ୱର ଜିଲାପାଳ ଖାଦନ ଗସ୍ତରେ ଆସି ଏଠାରେ ଏକ ପୁଲିସ କ୍ୟାମ୍ପ ଲଗାଇଥିଲେ। ମାତ୍ର ପଥର ଚୋରି ଚାଲୁ ରହୁଥିବାର ଅଭିଯୋଗ ହେବାରୁ ସୋର ତହସିଲଦାର ଦୈତାରି ମଲ୍ଲିକ ଖଣି ଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ ମଣି ଚଢ଼ାଉକରିଥିଲେ।
ସୋର: ଖଞ୍ଜାମାହାଲ ପଥର ଖାଦାନରେ ପ୍ରଶାସନର ଚଢ଼ାଉ, ଜବତ ପଥରକୁ ୯ ଲକ୍ଷ ଟଙ୍କାରେ କରାଗଲା ନିଲାମ - Soro News