Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ରାଉରକେଲା ମ୍ୟୁନିସିପାଲଟି: ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଶଙ୍ଖ ନଦୀ ବ୍ରିଜ୍ ନିକଟରୁ କୁଖ୍ଯାତ ଡକାୟତକୁ ଗିରଫ କଲା ବ୍ରାହ୍ମଣୀତରଙ୍ଗ ପୋଲିସ

ରାଉରକେଲା ପୋଲିସ କବଜାର କୁଖ୍ଯାତ ଡକାୟତ । ବନ୍ଧାହେଲା ଆନ୍ତରାଜ୍ଯ ବନ୍ଧୁକ ବେପାରୀ ସୁନୀଲ ମାଝୀ । ୫ ବନ୍ଧୁକ ସହ, ୩ ଗୁଳି ଓ ୩୫ ଖଣ୍ଡା ଜବତ । ସଜେଇ ହୋଇ ରହିଛି ମାରଣାସ୍ତ୍ର । ଗରାଖଙ୍କ ନିକଟକୁ ଯିବା ପୂର୍ବରୁ ଭଣ୍ଡୁର କରିଦେଲା ପୋଲିସ ।ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ରାକେଟ୍ ର ଜଣେ ସଦସ୍ୟ ଗିରଫ।। ପେଶାଦାର ଅପରାଧୀ ସୁନିଲ ମାଝି ଗିରଫ।ମଂଗଳବାର ମଧ୍ୟାହ୍ନରେ ନିଜ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଏସପି ।