କଳାହାଣ୍ଡି: ଧର୍ମଗଡ଼ରେ ଯାଦବ ମହାସଭାର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
Kalahandi, Kalahandi | Oct 4, 2026
କଳାହାଣ୍ଡି ଧର୍ମଗଡ଼ ତରାପୁର ମହାଭାରତ ପଡିଆରେ ଯାଦବ ମହାସଭା ପକ୍ଷରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ। ଏହି ଅବସରରେ ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ କରାଯିବା ସହ ବିଶିଷ୍ଟ ବ୍ୟକ୍ତି ଓ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଛି।