Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ଅନୁଗୋଳ: ଫୁଲପଡ଼ା ପଞ୍ଚାୟତ ପୂର୍ବତନ ସରପଞ୍ଚ ବିରେନ୍ ଦାସଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

Anugul, Angul | Dec 1, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରେନ ଦାସଙ୍କୁ ତାଙ୍କ ଝିଆରୀ ଜ୍ବାଇଁ ହତ୍ୟା କରିଥିଲେ। ଏନେଇ ଗ୍ରାମର ଯୁବଗୋଷ୍ଠୀଙ୍କ ପକ୍ଷରୁ ତାଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିବା ସୂଚନା ମିଳିଛି। ଏହି ଶୋଭାଯାତ୍ରା ଫୁଲପଡ଼ା ଛକରୁ ବାହାରି ଫୁଲପଡ଼ା ହାଟ ନିକଟରେ ଶେଷ କରିଥିବା ଜଣା ପଡ଼ିଛି।