Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଛେଣ୍ଡିପଦା: ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ସୁଣାଣି,ଛୋଟତେନ୍ତୁଳି ଗ୍ରାମରେ ପିଇବାପାଣି ନଥିବାରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

Chhendipada, Angul | Aug 18, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ସୁଣାଣିରେ ବାହାଲସହି ପଞ୍ଚାୟତ ଛୋଟତେନ୍ତୁଳି ଗ୍ରାମରେ ନଳକୂଅ ଓ କୁଅରୁ ଗୋଳିଆ ପାଣି ବାହାରୁଥିବାରୁ ଗ୍ରାମବାସୀ ନହିନଥିବା ଅସୁବିଧା ଭୋଗୁଥିବାରୁ ଏହାର ସମାଧାନ ପାଇଁ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ଗ୍ରାମବାସୀ ପକ୍ଷରୁ ଦାବିପତ୍ର ଦିଆଯାଇଛି l
ଛେଣ୍ଡିପଦା: ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ସୁଣାଣି,ଛୋଟତେନ୍ତୁଳି ଗ୍ରାମରେ ପିଇବାପାଣି ନଥିବାରୁ ଜିଲ୍ଲାପାଳଙ୍କୁ ଦାବିପତ୍ର - Chhendipada News