ହିନ୍ଦୋଳ: ଇନ୍ଦିପୁର ଲକ୍ଷ୍ମୀପୂଜା: ପ୍ରବଳ ବର୍ଷା ସତ୍ତ୍ୱେ ମା ବାଙ୍କମୁଣ୍ଡିଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼
ଢେଙ୍କାନାଳ ଜିଲ୍ଲା ଇନ୍ଦିପୁରରେ ଲକ୍ଷ୍ମୀପୂଜାର ତୃତୀୟ ସନ୍ଧ୍ୟାରେ ପ୍ରବଳ ବର୍ଷା ସତ୍ତ୍ୱେ ମା ବାଙ୍କମୁଣ୍ଡିଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ମାଙ୍କ ପାଇଁ ଅନୁଷ୍ଠିତ ବେଠୀ କାର୍ଯ୍ୟକ୍ରମରେ ବର୍ଷାକୁ ଖାତିର ନକରି ଭକ୍ତମାନେ ଯୋଗ ଦେଇଛନ୍ତି।