ଧର୍ମଶାଳା: କୁମାରୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ବିଧାୟକ ହିମାଂଶୁ ଶେଖର ସାହୁ
ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରୁ ଆସିଥିବା ଜନସାଧାରଣଙ୍କ ମୌଳିକ ଓ ସାମୂହିକର ବିଭିନ୍ନ ସମସ୍ୟା ଏବଂ ନିଜ ନିଜ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ସରକାରୀ ଯୋଜନାର ସଠିକ ଭାବେ ତୃଣମୂଳ ସ୍ତରରେ କାର୍ଯ୍ୟରେ ପରିଣତ କରିବା ଓ ଅନେକ କାର୍ଯ୍ୟକ୍ରମର ଜନଶୁଣାଣୀ ପାଇଁ କର୍ମୀ ମାନଙ୍କ ସହିତ ଧର୍ମଶାଳା ନିର୍ବାଚନମଣ୍ଡଳୀ କୁମାରୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବିଶେଷ ଆଲୋଚନା କରିଥିବା ଶନିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।