ଆସିକା: ଆସିକାରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2026, ଯୋଗଦେଲେ ଆସିକା ବିଧାୟକ
Asika, Ganjam | Nov 10, 2026 ଆସିକା ଟେକ୍ନିକାଲ ହାଇସ୍କୁଲଠାରେ ଆୟୋଜିତ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2026ରେ ଯୋଗ ଦେଲେ ଆସିକା ବିଧାୟକ। ପିଲାଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ମଞ୍ଚ ସହାୟକ ହୋଇଛି।