ଛତ୍ରପୁର: Brahmapur ଜିଲ୍ଲାରେ 46 gram ବ୍ରାଉନ ସୁଗାର ସହ ଜଣେ ବେପାରୀ ଗିରଫ
ବ୍ରହ୍ମପୁର ଅବକାରୀ ବିଭାଗ 46 gram ବ୍ରାଉନ ସୁଗାର ସହ ଜଣେ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ରାଉନ ସୁଗାର ବେପାରୀମାନେ ସୀତାରାମ କୋର୍ଡୱାର୍ଡ ବ୍ୟବହାର କରୁଥିଲେ। ଏହି ଚାରାଜନେ ପ୍ରାୟ ୬ ମାସ ଧରି ବ୍ୟବସାୟ କରୁଥିଲେ।