ପଟ୍ଟାଙ୍ଗୀ: ଦାମନଯୋଡି ସ୍ଥିତ ମାଁ କଣ୍ଟା ବାଉଁଶୁଣୀ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କୋରାପୁଟ ଦୁଇ ଦିନିଆ ଗସ୍ତରେ ଆସି ଆଜି ଦିନ ୧୧ ଘଣ୍ଟା ସମୟରେ ଦାମନଯୋଡି ସ୍ଥିତ ମାଁ କଣ୍ଟା ବାଉଁଶୁଣୀ ମନ୍ଦିର ପରିଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଙ୍କୁ ପୁଜାର୍ଚ୍ଚନା କରିବା ସହ ଆଶିର୍ବାଦ ଭିକ୍ଷା କରିଛନ୍ତି। କଣ୍ଟା ବାଉଁଶ ବୁଦା ମୁନରେ ପୁଜା ପାଉଥିବା ମାଁ ଙ୍କ ପରିସର ଉନ୍ନତିକରଣ ନେଇ ଆଲୋଚନା କରିଛନ୍ତି। ସାଥିରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶି ସୁରଜ୍, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ