Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଛେଣ୍ଡିପଦା: ଛେଣ୍ଡିପଦାର ଜନସାଧାରଣଙ୍କର ସୁରକ୍ଷା ପାଇଁ ନୈନୀ କୋଇଲା ଖଣିରେ ବ୍ଳାଷ୍ଟିଙ୍ଗ ବନ୍ଦ ପାଇଁ ବ୍ଲକ ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

Chhendipada, Angul | Aug 11, 2025
ଅନୁଗୋଳ ଜିଲ୍ଲା ଛେଣ୍ତିପଦାରେ ଆରମ୍ଭ ହୋଇଥିବା ନୟନୀ କୋଇଲା ଖଣିରେ କୋଇଲା ଖନନ ରେ ବ୍ଲାଷ୍ଟିଙ୍ଗ୍ ବନ୍ଦ କରି ଅତ୍ୟାଧୁନିକ ଯନ୍ତ୍ରପାତି ରେ ଖନନ କରିବାକୁ ଛେଣ୍ତିପଦା ବ୍ଲକରେ ଚାଲିଥବା ଜନ ଶୁଣାରୀ କାର୍ଯ୍ୟକ୍ରମ ଯୁବମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯଇଛି l ଯଦି ଏଦିଗରେ କୌଣସି ପଦକ୍ଷପ ନନିଆଯାଏ ତାହାଲେ ଆଗାମି ଦିନରେ ଅନ୍ୟ ପଦକ୍ଷପ ନେବେ ବୋଲି ଯୁବମାଞ୍ଚ ପକ୍ଷ୍ୟରୁ ଚେତାବନୀ ଦେଇଛନ୍ତି l
ଛେଣ୍ଡିପଦା: ଛେଣ୍ଡିପଦାର ଜନସାଧାରଣଙ୍କର ସୁରକ୍ଷା ପାଇଁ ନୈନୀ କୋଇଲା ଖଣିରେ ବ୍ଳାଷ୍ଟିଙ୍ଗ ବନ୍ଦ ପାଇଁ ବ୍ଲକ ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର - Chhendipada News