ଏସିଆଡ୍ ହକିରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ପୁରୁଷ ହକି ଦଳର ଦୁଇ ପ୍ରତିଭାବାନ ଓଡ଼ିଆ ଖେଳାଳି ଅମିତ୍ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରାଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ସେମାନଙ୍କୁ ତଥା ସମଗ୍ର ଭାରତୀୟ ଦଳକୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲି।
ସେମାନଙ୍କ ଅସାଧାରଣ ପ୍ରଦର୍ଶନ, ନିଷ୍ଠା ଓ ଉତ୍ସର୍ଗୀକୃତ ଭାବନା ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଛି। ସେମାନଙ୍କ ସଫଳତା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।
ମୋର ଦୁଇ ଓଡ଼ିଆ ଭାଇ ଅମିତ୍ ଓ ଶିଳାନନ୍ଦଙ୍କୁ ମୋର ଅଶେଷ ସ୍ନେହ ଓ ଆଶୀର୍ବାଦ। ମାଟିର ପୁଅ ଭାବେ ଆପଣମାନେ ବିଶ୍ୱ ମଞ୍ଚରେ ସମଗ୍ର ଓଡ଼ିଶାର ଟେକ ରଖିଛନ୍ତି। ଦେଶ ପାଇଁ ଆପଣଙ୍କ ଏହି ବିଜୟ ଯାତ୍ରା ଅବ୍ୟାହତ ରହୁ ଏବଂ ଆଗାମୀ ଦିନରେ ଏହି ସଫଳତା ଆହୁରି ନୂଆ ଶିଖର ଛୁଉଁ, ଏହା ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା।
It was a pleasure speaking with Odisha’s own Amit Rohidas and Shilanand Lakra over the phone and personally conveying my heartfelt congratulations to them on their outstanding achievement.
Your grit, discipline and dedication have made Odisha and the entire nation immensely proud. As proud sons of Odisha, your success on the international stage is an inspiration to every Odia. My best wishes and blessings are always with you. May Mahaprabhu Shri Jagannath bless you both with continued success and inspire you to take Odisha’s proud hockey legacy to even greater heights.
#AsianGames2026 #TeamIndia #Hockey #Odisha #Cheer4Bharat