ଜଗତସିଂହପୁର: PM-Kisan: ଓଡ଼ିଶାର 35 ଲକ୍ଷ ଚାଷୀଙ୍କ ଖାତାକୁ ଗଲା 700 କୋଟି ଟଙ୍କା
ପିଏମ୍-କିଷାନ ଉତ୍ସବ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଚାଷୀଙ୍କୁ 24ତମ କିସ୍ତି ପ୍ରଦାନ କରିଛନ୍ତି। ଏଥିରେ ଓଡ଼ିଶାର 35 ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ 700 କୋଟିରୁ ଅଧିକ ଟଙ୍କା ମିଳିଛି। ଜଗତସିଂହପୁରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅନେକ ଅଧିକାରୀ ଓ ଚାଷୀ ଯୋଗ ଦେଇଥିଲେ।