ବାଲେଶ୍ୱରରେ ଜନଜାତି ଗୌରବ ଦିବସ ପାଳନ ପାଇଁ ବିଜେପିର ପ୍ରସ୍ତୁତି: ନଭେମ୍ବର 14 ରୁ 18 ଯାଏଁ କାର୍ଯ୍ୟକ୍ରମ
Baleshwar, Balasore | Nov 13, 2026
ବାଲେଶ୍ୱରରେ ଜନଜାତି ଗୌରବ ଦିବସ ପାଳନ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ। ନଭେମ୍ବର 14 ରୁ 18 ପର୍ଯ୍ୟନ୍ତ ହେବ ବିଭିନ୍ନ କାର୍ଯ୍ୟକ୍ରମ। ଆଦିବାସୀ ବୀରଙ୍କ ସ୍ମୃତିରେ ଗୌରବ ଯାତ୍ରା ଓ ସଚେତନତା ଶିବିର ଆୟୋଜନ କରାଯିବ।