ପାରଳାଖେମୁଣ୍ଡି: ସୈମ୍ୟ ରଞ୍ଜନ ମୃତ୍ୟୁ ମାମଲା: ଗିରଫ ହେଲା ରୋଷେଇୟା ମନ୍ମଥ କୁମ୍ଭ
ପାରଳାଖେମୁଣ୍ଡି ଏସିଏଫ ସୈମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ରୋଷେଇୟା ମନ୍ମଥ କୁମ୍ଭକୁ ଗିରଫ କଲା ପାରଳାଖେମୁଣ୍ଡି ପୋଲିସ। ମାନ୍ୟବର ଏସ୍ ଡି ଜେ ଏମ୍ ଅଦାଲତଙ୍କ ଜାମିନ ବିହୀନ ପରୱାନା ବଳରେ ଆଜି ଭୋର ସମୟରେ ତାଙ୍କ ଗ୍ରାମରୁ ତାଙ୍କୁ ଗିରଫ କରାଯାଇଛି।