ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରାମସ୍ୱାମୀ ମଠରେ ଶ୍ରୀମଦ୍ ଭାଗବତ ସପ୍ତାହ ଉଦଯାପିତ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବଡ଼ବ୍ରାହ୍ମଣସ୍ଥିତ ରାମସ୍ୱାମୀ ମଠରେ ଆୟୋଜିତ ଶ୍ରୀମଦ୍ ଭାଗବତ ସପ୍ତାହବ୍ୟାପୀ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲି ଉଦଯାପିତ ହୋଇଯାଇଛି। ଏଥିରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।