ବାଲେଶ୍ୱର କେକେଏସ୍ ମହିଳା କଲେଜକୁ ମିଳିବ କି ସ୍ୱୟଂଶାସିତ ମାନ୍ୟତା? ବିଧାନସଭାରେ ଉଠିଲା ପ୍ରସଙ୍ଗ
Baleshwar, Balasore | Nov 20, 2026
ବାଲେଶ୍ୱର କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମାନ୍ୟତା ମିଳିବା ନେଇ ବିଧାନସଭାରେ ଆଲୋଚନା। ବିଧାୟକ ମାନସ କୁମାର ଦତ୍ତଙ୍କ ଉଦ୍ୟମ ପରେ ସରକାରୀ ସ୍ତରରେ ସକାରାତ୍ମକ ସମ୍ଭାବନା। କଲେଜ ପକ୍ଷରୁ ୨୯ ଜୁଲାଇ ୨୦୨୪ରେ ଆବେଦନ କରାଯାଇଛି।