Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର ପୋଷ୍ଟ କେନାଲ ନିକଟରେ ବିଳମ୍ବିତ ରାତିରେ ଏକ ହାଇୱ ଗାଡ଼ି ଦୁର୍ଘଟଣାଗ୍ରସ୍ତ

Bhadrak Rural, Bhadrak | Sep 14, 2025
ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ପୋଷ୍ଟ କେନାଲ ନିକଟରେ ବିଳମ୍ବିତ ରାତ୍ରରେ ଏକ ହାଇୱ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। କାହାରି କିଛି ଖ୍ୟାତି ହୋଇନଥିବା ସୂଚନା ମିଳିଛି। ଭଦ୍ରକ ରୁ ଧାମରା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଆଜି ଭୋର ୫ ଘଟିକା ସମୟରେ ଖବରଟି ହସ୍ତଗତ ହୋଇଛି।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର ପୋଷ୍ଟ କେନାଲ ନିକଟରେ ବିଳମ୍ବିତ ରାତିରେ ଏକ ହାଇୱ ଗାଡ଼ି ଦୁର୍ଘଟଣାଗ୍ରସ୍ତ - Bhadrak Rural News