Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ସିମୁଳିଆ: ଖନ୍ତାପଡ଼ା ଉଚ୍ଚ ବିଦ୍ୟାଳୟ ରେ ଆୟୋଜିତ ବ୍ଲକ ସ୍ତରୀୟ ବିଜ୍ଞାନମେଳା ରେ ଯୋଗଦେଲେ ବିଧାୟକ

Similia, Balasore | Dec 11, 2025
ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖନ୍ତାପଡ଼ା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବାହାନଗା ବ୍ଲକ ସ୍ତରୀୟ ବିଜ୍ଞାନମେଳା ପ୍ରଦର୍ଶନୀରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ ମୁଖ୍ୟ ଅତିଥି ଭାବେ ଆଜି ଗୁରୁବାର ଅପରାହ୍ନ 4 ଘଟିକା ସମୟରେ ଯୋଗଦେଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ l ଯୋଗଦେଇ ପିଲା ମାନେ ଆଣିଥିବା ପ୍ରଜେକ୍ଟ କୁ ବୋଲି ଦେଖିଥିଲେ l କୃତି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ ବିଧାୟକ l
ସିମୁଳିଆ: ଖନ୍ତାପଡ଼ା ଉଚ୍ଚ ବିଦ୍ୟାଳୟ ରେ ଆୟୋଜିତ ବ୍ଲକ ସ୍ତରୀୟ ବିଜ୍ଞାନମେଳା ରେ ଯୋଗଦେଲେ ବିଧାୟକ - Similia News