ବାଦପୁର ଗ୍ରାମର ଯୁବକ ଆକାଶ ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ମୃତ, ମୃତକଙ୍କ ପରିବାର ପାଖରେ ପହଞ୍ଚିଲେ ସ୍ଥାନୀୟ ବିଧାୟକ
Chikiti, Ganjam | Nov 1, 2025
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ବାଦପୁର ଗ୍ରାମର ଯୁବକ ଆକାଶ ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶନିବାର ଅପରାହ୍ନରେ ମୃତକଙ୍କ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇଛନ୍ତି ସ୍ଥାନୀୟ ବିଧାୟକ।