Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education
No video available

ମଞ୍ଚେଶ୍ବର: ମଞ୍ଚେଶ୍ୱର କଳାରାହାଙ୍ଗ କେନାଲ ରୋଡ଼ରୁ 540 ଲିଟର ଦେଶୀ ମଦ ଜବତ, ଜଣେ ବେପାରୀକୁ ଗିରଫ କଲା ଅବକାରୀ ଥାନା ପୋଲିସ

Mancheswar, Khordha | Mar 20, 2025
ମଞ୍ଚେଶ୍ୱର କଳାରାହାଙ୍ଗ କେନାଲ ରୋଡ଼ରୁ 540ଲିଟର ଦେଶୀମଦ ଜବତ, ଜଣେ ବେପାରୀକୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 3.45ରେ ମଞ୍ଚେଶ୍ୱର କଳାରାହାଙ୍ଗ କେନାଲ ରୋଡ଼ରୁ 540ଲିଟର ଦେଶୀମଦ ଜବତ | ଜଣେ ବେପାରୀକୁ ଗିରଫ କଲା ଅବକାରୀ ଥାନା ପୋଲିସ | ଗିରଫ ଅଭିଯୁକ୍ତ ହେଲେ ଦେବଦତ୍ତ ଭୋଇ | ଘର ମଞ୍ଚେଶ୍ୱର ଥାନା ଇଞ୍ଜଣା ଅଞ୍ଚଳରେ | ଦେବଦତ୍ତ ଦେଶୀ ମଦ କଳାରାହାଙ୍ଗ କେନାଲ ରୋଡ଼ରେ ବିକ୍ରି କରୁଥିବା ଖବର ପାଇଥିଲା ଅବକାରୀ ଥାନା ପୋଲିସ | ପରେ ସାଧା ପୋଷାକରେ ଗ୍ରାହକ ହୋଇ ଦେବଦତ୍ତ ଙ୍କ ପାଖକୁ ଯାଇଥିଲେ ଅଫିସର | ପରେ ଅବକାରୀ ଥାନା ପୋଲିସର ପୁରା ଟିମ ତାକୁ ଗିରଫ କରିଥିଲେ |