ଛତ୍ରପୁର: ବ୍ରହ୍ମପୁରରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ: ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ
ମହିଳା ବିରୋଧୀ ଅସଦାଚରଣ ଘଟଣାକୁ ନେଇ ବ୍ରହ୍ମପୁର ଗାନ୍ଧୀ ଛକଠାରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ। ରାହୁଲ ଗାନ୍ଧୀ ଓ ମଣିପୁର ସାଂସଦଙ୍କ ବିରୋଧରେ ନାରାବାଜି ସହ କୁଶପୁତ୍ତଳିକା ଦାହ କରାଯାଇଛି। ବିଧାୟକ କେ ଅନିଲ କୁମାରଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଏଥିରେ ସାମିଲ ଥିଲେ।