କାମାକ୍ଷାନଗର: ଢେଙ୍କାନାଳରେ ସେବା ଜ୍ୟୋତି ଯାତ୍ରା: 7 ଅକ୍ଟୋବର 2026 ରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ
ବିକଶିତ ଭାରତ ସଂକଳ୍ପକୁ ସାକାର କରିବା ପାଇଁ ଢେଙ୍କାନାଳ ମିନି ଷ୍ଟାଡିୟମରେ ଆସନ୍ତା 7 ଅକ୍ଟୋବର 2026 ସକାଳ 8:30 ଟାରେ 'ସେବା ଜ୍ୟୋତି ଯାତ୍ରା' ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ମହାଦ୍ୱୀପ ଯଶୋବନ୍ତ ମହିମା।