ଛତ୍ରପୁର: ଦାସପୁର ଛକ ନିକଟରେ ବାଇକ ଦୁର୍ଘଟଣାରେ ୪ ଆହତ, ଉଦ୍ଧାର କରି ଏମକେସିଜି ପଠାଇଲେ ମେୟର
କନିଷି ନିକଟ ଦାଶପୁର ଛକ ଠାରେ ବୁଧବାର ଦୁଇ ଗୋଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣ ଆହତ ହୋଇଛନ୍ତି। ସେହି ରାସ୍ତା ଦେଇ ବ୍ରହ୍ମପୁର ମେୟର ଯାଉଥିବା ବେଳେ ଚାରି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଜ ଗାଡ଼ି ଯୋଗେ ଏମକେସିଜି ମେଡିକାଲକୁ ପଠାଇଥିବା ଜଣାପଡିଛି।