କବିସୂର୍ଯ୍ୟନଗର: ଛତ୍ରପୁର ନୋଳିଆ ନୂଆଗାଁରେ ଉପକୂଳବର୍ତ୍ତୀ ରାସ୍ତା ଓ ଜେଟି ନିର୍ମାଣ ନେଇ ସମୀକ୍ଷା
ଛତ୍ରପୁର ନୋଳିଆ ନୂଆଗାଁରେ ସମୁଦ୍ର ଉପକୂଳବର୍ତ୍ତୀ ରାସ୍ତା ଓ ଜେଟି ନିର୍ମାଣ ନେଇ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା।