Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କୋଟପାଡ: ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ଜାତୀୟ ଯୁବ ଦିବସ ଅବସରରେ ଯୁବ ସଂମ୍ମାନ ପୁରସ୍କାର ପାଇଲେ ଯୁବ ସମାଜସେବୀ ଜୋଶଦା ମାଝୀ

Kotpad, Koraput | Jan 12, 2026
ଜାତୀୟ ଯୁବ ଦିବସ ଅବସରରେ ଯୁବ ସଂମ୍ମାନ ପୁରସ୍କାର ପାଇଲେ ଯୁବ ସମାଜସେବୀ ଜୋଶଦା ମାଝୀ l ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଫେଣ୍ଡସ ୟୁନିଟ ବ୍ଲକ ପକ୍ଷରୁ ଯୁବ ଦିବସ ପାଳିତ ହୋଇଯାଇଛି l ଆଜି ଅପରାହ୍ନ ଦୁଇ ଟା ସମୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଦକ୍ଷ ପ୍ରଶାନ୍ତ ଗୁପ୍ତା ଯୋଗ ଦେଇଥିଲେ ସମ୍ମାନୀୟ ଅତିଥିଭାବେ ବିଡ଼ିଓ ସୁବ୍ରତ କୁମାର ସାହୁ, ଉପାଧକ୍ଷା ପୂର୍ଣ୍ଣିମା ବାରିକ, ଜିଲ୍ଲା ପରିଷଦ ସଭ୍ୟା ମଣି ଯାନୀ, ସରପଞ୍ଚ ସୂର୍ଯ୍ୟ ମଣି ନାୟକ, ସମିତି ସଭ୍ୟା ମଞ୍ଜୁଲତା ପଟ୍ଟନାୟକ, ଏନ ଏସ ଏସ ଅଧିକାରୀ ହିମାଂଶୁ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ l
କୋଟପାଡ: ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ଜାତୀୟ ଯୁବ ଦିବସ ଅବସରରେ ଯୁବ ସଂମ୍ମାନ ପୁରସ୍କାର ପାଇଲେ ଯୁବ ସମାଜସେବୀ ଜୋଶଦା ମାଝୀ - Kotpad News